ଭୁବନରେ ଗୋଷ୍ଠୀ ସଂଘର୍ଷ

0

ଭୂବନ: ଢେଙ୍କାନାଳ ଜିଲା ଭୁବନରେ ବଳଦ ଯାତ୍ରା ସମୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ସାହି ବିବାଦକୁ ନେଇ ଦୁଇ  ଗୋଷ୍ଠୀ ମଧ୍ୟରେ ପଥର ପିଙ୍ଗାପିଙ୍ଗି ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିବାରୁ ପରିସ୍ଥିତି ଅଣାୟତ ହୋଇପାରି ନଥିଲା। ପରିସ୍ଥିତିକୁ ନିୟନ୍ତ୍ରଣଧୀନ କରିବା ପାଇଁ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା। ଗୋଷ୍ଠୀ ସଂଘର୍ଷକୁ ନେଇ ସ୍ଥାନୀୟଅଞ୍ଚଳରେ ଚାପା ଉତ୍ତେଜନା ଲାଗିଥିବା ବେଳେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply