ବେଆଇନ୍‌ କରତ କଳ ଉପରେ ଚଢାଉ

ଭୁବନେଶ୍ୱର: ଅସ୍ତରଙ୍ଗ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ନୂଆହାଟ ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଦୁଇଟି କରତ କଳ ଉପରେ ପୁରୀ ବନ୍ୟପ୍ରାଣୀ ଡିଭିଜନ ସହାୟତାରେ ଭୁବନେଶ୍ବର ଭିଜିଲାନ୍ସ ଫରେଷ୍ଟ ୟୁନିଟ ପକ୍ଷରୁ ଚଢାଉ କରାଯାଇଛି। ଚଢାଉ ସମୟରେ ୪୦.୨୦ ସିଏଫଟି କାଠ ଓ ଦୁଇଟି ଟ୍ରାକ୍ଟର ଜବତ ହୋଇଛି। ଏ ନେଇ ୬ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି।

Comments are closed.