ଫିଲିପାଇନ୍ସରେ ୬.୯ ତୀବ୍ରତାର ଭୂମିକମ୍ପ

0

ମାନିଲା : ଫିଲିପାଇନ୍ସର ମିଣ୍ଡାନାଓ ଦ୍ବୀପରେ ଶନିବାର ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପକୁ ନେଇ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି। ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ ଭୂପୃଷ୍ଠର ୫୯ କିମି ଗଭୀରରେ ଏହି ଭୂମିକମ୍ପ ସୃଷ୍ଟି ହୋଇଥିଲା। ଗତ ସପ୍ତାହରେ ଇଣ୍ଡୋନେସିଆରେ ଆଗ୍ନେୟ ଉଦ୍‌ଗୀରଣକୁ ନେଇ ସୁନାମୀ ଆସିଥିଲା। ଏଥିରେ ୪୦୦ ଲୋକ ପ୍ରାଣ ହରାଇଥିଲେ।

Leave A Reply