ପାଞ୍ଚଫୁଟ ଲମ୍ବର ନାଗସାପ ଉଦ୍ଧାର

0

ସୁଆଣ୍ଡୋ: ପୁରୀଜିଲା ଡେଲାଙ୍ଗ ହାଟ ବଜାରରେ ଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ଗୋଦାମ ଘରୁ ଗୋଟିଏ ପାଞ୍ଚ ଫୁଟ ଲମ୍ବର ନାଗସାପ ଉଦ୍ଧାର ହୋଇଛି । ସାପଟି ଯିବା ସମୟରେ ଲୋକଙ୍କ ଗହଳି ଦେଖି ଗୋଦାମ ଘର ଭିତରକୁ ପଶିଯାଇ ଆଉ ଭୟରେ ବାହାରକୁ ଆସି ନଥିଲା । ଖବର ବେରବୋଇର ସାପ ଧରାଳି ଉଦୟନାଥ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ବାଉଁଶ ବାଡି ସାହାଯ୍ୟରେ ସାପ ଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି ।

Leave A Reply