ନକଲି ସିମେଣ୍ଟ କାରଖାନା ଠାବ

0

କଟକ: କଟକରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ନକଲି ଘିଅ ଓ ତେଲ ପରେ ଆଜି ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। ସଦର ଥାନା ଅନ୍ତର୍ଗତ ପୀର ବଜାର ଠାରେ ଏହି ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। ଏଥିରେ ବିପୁଳ ପରିମାଣର ସିମେଣ୍ଟ ଓ ଯନ୍ତ୍ରାଂଶ ସହ ସିମେଣ୍ଟ ଜବତ ହୋଇଛି। ଏହି ଘଟଣାରେ ପୁଲିସ ୬ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Leave A Reply