ନକଲି ଜର୍ଦ୍ଦା କାରଖାନା ଠାବ, ୪ ଗିରଫ

0

ଭଦ୍ରକ: ସ୍ଥାନୀୟ ପୁରୁଣାବଜାର ନିକଟରେ ଥିବା ଦୁଇଟି ନକଲି ଜର୍ଦ୍ଦା କାରଖାନାକୁ ପୁଲିସ ଠାବ କରିଛି। ପୁରୁରା ବଜାର ନିକଟସ୍ଥ ସରକାର ନଗର ଓ ଚନ୍ଦନ ବଜାରଠାରେ ଲୁଚାଛପାରେ ଏହି ନକଲି କାରଖାନା ଦୀର୍ଘ ଦିନ ଧରି ଚାଲିଥିଲା। ଚଢ଼ଉ ବେଳେ ବିପୁଳ ପରିମାଣର ନକଲି ଜର୍ଦ୍ଦା, ଜର୍ଦ୍ଦା ପ୍ରସ୍ତୁତି ଉପକରଣ ଓ ଯନ୍ତ୍ରପାତିକୁ ପୁଲିସ ଜବତ କରିଛି। ନକଲି ଜର୍ଦ୍ଦା ପ୍ରସ୍ତୁତି ଓ ଜାଲିଆତି ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି।

Leave A Reply