ଦ୍ବିତୀୟ ଦିନରେ ଠିକା ଶ୍ରମିକଙ୍କ ଆନ୍ଦୋଳନର

0

ରାୟଗଡା: ଜିଲ୍ଲାରେ ଥିବା ଜେକେ କାଗଜ କଳର ଠିକା ଶ୍ରମିକଙ୍କ ଆନ୍ଦୋଳନ ଶନିବାର ଦ୍ବିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁଁ କାରଖାନାରେ କାଗଜ ଉତ୍ପାଦନ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି । ୧୨ ଦଫା ଦାବି ନେଇ ଜେକେ କାଗଜ କଳର ଠିକା ଶ୍ରମିକଙ୍କ ଗତକାଲିଠାରୁ ଆନ୍ଦୋଳନରେ ବସିଛନ୍ତି । ଏନେଇ ପୁଲିସ ପକ୍ଷରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି ।

Leave A Reply