ଜେପିସି ତଦନ୍ତ ହେଲେ ଦୁର୍ନୀତି ପଦାକୁ ଆସିବ

0

ନୂଆଦିଲ୍ଲୀ: ରାଫେଲ ସମ୍ବନ୍ଧୀୟ ସିଏଜିଙ୍କ ରିପୋର୍ଟ ପିଏସିକୁ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି; ମାତ୍ର ପିଏସିକୁ ଏହି ରିପୋର୍ଟ ମିଳିନାହିଁ ବୋଲି ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି। ଏନ୍‍ଡିଏ ସରକାରଙ୍କ ରାଫେଲ ଚୁକ୍ତିବେଳେ ଫ୍ରାନ୍ସରେ ବାସ୍ତବରେ କ’ଣ ଘଟିଥିଲା ତାହା କେବଳ ମୋଦୀ ହିଁ ଜାଣନ୍ତି। ସଂଯୁକ୍ତ ସଂସଦୀୟ ସମିତି (ଜେପିସି) ତଦନ୍ତ ହେଲେ ଦୁର୍ନୀତି ପଦାକୁ ଆସିବ ବୋଲି ରାହୁଲ କହିଛନ୍ତି।

Leave A Reply