ଗୋରୁ ଚାଲାଣ ଉଦ୍ୟମ ପଣ୍ଡ, ୧୦୦ଗୋରୁ ମୃତ

0

କଟକ: ଗୋରୁ ଚାଲାଣ ହେଉଥିବା ସମୟରେ ଉଦ୍ୟମ ପଣ୍ଡ ହୋଇଯାଇଛି। ଖୋର୍ଦ୍ଧା ଟାଉନ ଥାନା ନିକଟରୁ କଣ୍ଟେନର ସମେତ ଗୋରୁ ଉଦ୍ଧାର ହୋଇଛନ୍ତି। ମୋଟ ୨୦୦ଗୋରୁ ଚାଲାଣ ହେଉଥିବା ସମୟରେ ୧୦୦ଗୋରୁଙ୍କ ମୃତ୍ୟୁ ହୋଇ ଯାଇଛି। ଉଦ୍ଧାର ଗୋରୁଙ୍କୁ କଟକର ଗୋବର୍ଦ୍ଧନ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି। ଗୋ ସୁରକ୍ଷା ବାହିନୀ, ଭାରତୀୟ ଜାତୀୟ ପଶୁ କଲ୍ୟାଣ ପରିଷଦ ଓ ସ୍ଥାନୀୟ ପୁଲିସ ସହାୟତରେ ଗୋରୁ ଉଦ୍ଧାର ହୋଇଛନ୍ତି।

Leave A Reply