ଅମର ପ୍ରସାଦ ଶତପଥୀ ହେଲେ କାମଚଳା ବାଚସ୍ପତି

ଭୁବନେଶ୍ବର : ବିଜୁ ଜନତା ଦଳର ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବୁଧବାର ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦିଆଯାଇଛି। ଅମର ପ୍ରସାଦ ଶତପଥୀ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ।

Comments are closed.