ଯୁବ ବିଜେଡି କର୍ମୀଙ୍କୁ ଆକ୍ରମଣ

0

ଜୟପୁର : ଜୟପୁରର ଯୁବ ବିଜେଡ଼ି ସଭାପତି ବିକାଶ ପାତ୍ରଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି । ସେ ଗୋଡ଼ିଆ ଧୋବାସାହିରେ ଥିବା ଏକ ମଦ ଦୋକାନକୁ ବିରୋଧ କରିବାରୁ ମଦ ଦୋକାନି ସହ ୫ରୁ ଅଧିକ ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ବିକାଶଙ୍କୁ ଆହତ ଅବସ୍ଥାରେ ଜୟପୁର ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ପୋଲିସ ଏହି ମାମଲାରେ ୬ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

Leave A Reply