ବଜାରକୁ ଆସିଲା ୟାମହାର ‘ଏମଟି-୧୫’

0

ନୂଆଦିଲ୍ଲୀ : ୟାମାହା ମୋଟର୍ସ ଶୁକ୍ରବାର ନିଜର ନୂଆ ମଡେଲ ଏମଟି-୧୫ ବଜାର ପ୍ରବେଶ କରାଯାଇଛି। ଏହି ବାଇକର ମୂଲ୍ୟ ୧.୩୬ ଲକ୍ଷ ଟଙ୍କା ରହିଛି। ଏହି ବାଇକରେ ଲିକୁଇଡ କୁଲ୍ଡ ଇଞ୍ଜିନ ସହ ୬ ଟ୍ରାନ୍ସମିଶନ ଓ ଏବିଏସ୍‍ ସୁବିଧା ରହିଛି। କମ୍ପାନୀ ଚେୟାରମାନ ମୋତୋକୁର୍ମି ସିତାରା ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି। ଭାରତରେ କମ୍ପାନୀ ୨୦୧୫ରେ ଏମଟି-୦୯ ବିକ୍ରି କରାଯାଉଛି। ୟାମହା ମୋଟର ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ରବିନ୍ଦର ସିଂହ ଏହି ଶୃଙ୍ଖଳାର ୬୦ହଜାର ମୋଟରସାଇକେଲ ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି।

Leave A Reply