ୟାମାହାର ତିନି ଚକିଆ ବାଇକ୍‌

0

ୟାମାହା ଲଞ୍ଚ କରିଛି ତିନି ଚକିଆ ବାଇକ୍‌ । ୟାମାହା ଏପରି ଏକ କମ୍ପାନୀ ଯିଏ ଭବିଷ୍ୟ ପିଢ଼ିର ପସନ୍ଦ ଓ ଆଧୁୁନିକ ଜ୍ଞାନ କୌଶଳ ଉପରେ ସର୍ବଦା ପରୀକ୍ଷା ନିରୀକ୍ଷା କରୁଥାଏ । ୟାମାହା ନିଜର ତିନି ଚକିଆ ବାଇକ୍‌କୁ ଲଞ୍ଚ କରିଛି ବ୍ରିଟେନରେ । ଏହି ବାଇକ୍‌ର ମୂଲ୍ୟ ରହିଛି ପ୍ରାୟ ୧୨.୩୯ଲକ୍ଷ ଟଙ୍କା । ଭାରତର ବଜାରକୁ ଏହି ବାଇକ୍‌ ଆସି ନାହିଁ । ଏହି ନୂଆ ବାଇକ୍‌ର ବିଶେଷତ୍ୱ ହେଉଛି ଅଧିକ ବେଗରେ ଗତି କଲେ ମଧ୍ୟ ଚାଳକ ନିଜର ଭାରସାମ୍ୟ ହରାଇ ନ ଥାଏ । ୩ଟି ସିଲିଣ୍ଡର ଏବଂ ୮୪୭ସିସି ଇଂଜିନ୍‌ ବିଶିଷ୍ଟ ଏହି ବାଇକ୍‌ର ଓଜନ ୨୬୨ କିଲୋଗ୍ରାମ ।

Leave A Reply