ବଜ୍ରାଘାତରେ ମହିଳା ମୃତ

0

ପାଲଲହଡ଼ା : ଅନୁଗୁଳ ଜିଲା ପାଲଲହଡା ଥାନା ଅନ୍ତର୍ଗତ ଜମରା ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ଘରେ ବସିଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିବା ଜଣାପଡିଛି।

Leave A Reply