ହ୍ୱାଟସ୍‌ଆପ୍‌ର ଆସୁଛି ଏହି ନୂଆ ଫିଚର୍‌

0

ହ୍ୱାଟସ୍‌ଆପ୍‌ର ଏକ ନୂଆ ଫିଚର ଆସୁଛି ।  ସନ୍ଦେଶ ପଠାଇବା ପାଇଁ ଏକ ନୂଆ ଫିଚର୍‌ ଆସୁଛି । ଏହା ଦ୍ୱାରା ହ୍ୱାଟସ୍‌ଆପ୍‌ ବ୍ୟବହାରକାରୀ ଏକ ଫେକ୍‌ ନ୍ୟୁଜ୍‌ ବା ମିଛ ଖବରକୁ ମିଛ ବୋଲି ଲେବଲ୍‌ କରି ପାରିବେ  ।  ଗାଜେଟ୍‌୩୬୦ ରେ ଏହି ବିଷୟରେ ପ୍ରକାଶ ପାଇଛି ।  ଜଣଙ୍କର ସନ୍ଦେଶ  ପାଠାଇବା ବିଷୟରେ ଏବେ ନୂଆ ଫିଚର୍‌ ଆସୁଛି । ବହୁତ ମିଛ ଖବର ଭାଇରାଲ୍‌ ହେଉଥିବାରୁ ହ୍ୱାଟସ୍‌ଆପ ଏକ ନୂଆ ଫିଚର ଆଣୁଛି ।  ଫରଓ୍ୱାର୍ଡ ବଟନରେ ସୁଧାର ଆଣିବ ।

ସେଣ୍ଡର ଓ ରିସିଭର୍‌ରେ ଫରଓ୍ୱାର୍ଡ ବଟନ ରହବ ।  ଏହି ମେସଜ୍‌ ଉପରେ ଏକ ଲେଭଲ୍‌ ରହିବ । ଫେକ୍‌ ନ୍ୟୁଜ୍‌ କି ଖରାପ ଓ ମିଛ ଖବରର ଲେବଲ୍‌ ରହିବ । ହ୍ୱାଟସ୍ଆପ୍‌ର ବିଟା ଭର୍ସନରେ ଏବେ ଏହି ଫିଚର ଉପଲବ୍ଧ ହେଉଛି ।  ନୂଆ କଣ୍ଟାକ୍ଟ ଆଡ୍‌ କରିବା ପାଇଁ ବି ଫିଚର ନୂଆ ଫିଚର ଆସିବ ।

Leave A Reply