କୂଅରୁ ମହିଳାଙ୍କ ଶବ ଉଦ୍ଧାର

0

ଅନୁଗୁଳ: ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁ ସ୍ଥିତ ମା’ ମହିଷାମର୍ଦ୍ଦିନି ବନଦୁର୍ଗା ପୀଢ଼ ପରିସରରେ ଥିବା କୂଅରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କେନ୍ଦୁପଶି ଗାଁର ପନିନି ପ୍ରଧାନ। ଗତ ଦୁଇ ଦିନ ଧରି ସେ ମନ୍ଦିରରେ ଅଧିଆ ପଡ଼ିଥିବା ଲୋକେ କହିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply