ହକି ବିଶ୍ୱକପର ପ୍ରଥମ ଟିକଟ କିଣିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପାଇଁ ସୋମବାର ପ୍ରଥମ ଟିକଟ କିଣିଛନ୍ତି। ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ
ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ହକିର ପ୍ରତିକାତ୍ମକ ଟିକଟ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଟିକଟର ମୂଲ୍ୟ ବାବଦରେ ୫୦୦ଟଙ୍କା ଦେଇଥିଲେ। ସୂଚନାଯୋଗ୍ୟ ଯେ ହକି ବିଶ୍ୱକପ ଟିକଟ ଅନଲାଇନରେ ବିକ୍ରି କରାଯିବ।

Leave A Reply