ପଶ୍ଚିମବଙ୍ଗରେ ବିସ୍ପୋରଣ ୩ମୃତ, ଜଣେ ଗୁରୁତର

କୋଲକାତା : ପଞ୍ଚିମବଙ୍ଗର ଫର୍ଜିପାରାରେ ଥିବା ବର୍ଡ଼ର ଆଉଟପୋଷ୍ଟ ପାଖରେ ସୋମବାର ସନ୍ଧ୍ୟା ପାଖାପାଖି ୬ଟା ୨୦ସମୟରେ ବୋମା ବିସ୍ପୋରଣ ହୋଇଥିବା ଜଣାପଡିଛି। ବିସ୍ପୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.