୩ନାବାଳିକାଙ୍କ ସଲିଳ ସମାଧି

0

ଖୋର୍ଦ୍ଧା: ମାଲକାନଗିରିରେ ତିନି ଭଉଣୀଙ୍କ ଜୀବନ୍ତ ଦଗ୍ଧ ଘଟଣା ପରେ ଆଜି ଖୋର୍ଦ୍ଧା ଜିଲାରେ ଘଟିଛି ପୁଣି ଏକ ଦୁଃଖଦ ଘଟଣା। ବାଲୁଗାଁ ବଡ଼କୂଳ ପଞ୍ଚାୟତ ବୋରିଆ ସାହିର ତିନି ଭଉଣିଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply