ମୋଟାପଣ ଦୂର କରିବାର ଘରୋଇ ଉପଚାର….

0

ମୋଟା ଲୋକମାନେ ନିଜ ଶରୀରକୁ ପତଳା କରିବାକୁ ବହୁ ଉପାୟ ଅବଲମ୍ବନ କରିଥାଆନ୍ତି । ଜିମ୍‍କୁ ଯାଇ ବିଭିନ୍ନ ବ୍ୟାୟାମ ମାଧ୍ୟମରେ ଶରୀରକୁ ପତଳା କରିବାକୁ ଚେଷ୍ଟା କରିଥାଆନ୍ତି। ଏହା ଫଳପ୍ରଦ ହେଲେ ମଧ୍ୟ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ମଧ୍ୟ ପଡ଼ିଥାଏ । କିଛି ସହଜ ଓ ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା । ଜାଣନ୍ତୁ ସେହି ଉପାୟ ଗୁଡ଼ିକ କଣ……

ଦିନ ଭିତରେ ୨ଥର ଫଳ ଯେମିତି ହେଲେ ଖାଆନ୍ତୁ।

ଧଳା ଚାଉଳର ଭାତ ନଖାଇ ମାଟିଆ ଚାଉଳର ଭାତ ଖାଇବା ଉଚିତ। ଏହାକୁ ଖାଇବା ଦ୍ୱାରା ଶରୀରର ମେଦ ବୃଦ୍ଧି ହୋଇନଥାଏ।

ନିୟମିତ ଡ଼ାଲଚିନି ଖାଇବା ଦ୍ୱାରା ଏହା ଶରୀରରେ ରକ୍ତ ଶର୍କରାକୁ ବୃଦ୍ଧି ହେବାକୁ ଦେଇନଥାଏ। ଯାହା ଫଳରେ ମୋଟାପଣ ଦୂର ହୋଇଥାଏ।

ଦଲିଆ ଖାଇବା ଦ୍ୱାରା ମୋଟାପଣ ବହୁ ପରିମାଣରେ କମିଥାଏ। ଏହା ଶରୀରକୁ ଆବଶ୍ୟକ ଅନୁଯାୟୀ ପୃଷ୍ଟି ମଧ୍ୟ ଯୋଗାଇଥାଏ।

Leave A Reply