ବୁଥରେ ଟଳି ପଡିଲେ ପୋଲିଂ କର୍ମଚାରୀ ; ମୃତ ଘୋଷଣା କଲେ ଡାକ୍ତର

ଢେଙ୍କାନାଳ : ତୃତୀୟ ପର୍ୟ୍ୟାୟ ନିର୍ବାଚନ ବେଳେ ବୁଥରେ ଏକ ଅଘଟଣ ଘଟିଛି । ପର୍ଜଙ୍ଗ କଣ୍ଟାପାଳ ୪୧ ନମ୍ବର ବୁଥର ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ପୋଲିଂ କର୍ମଚାରୀ ନବକିଶୋର ନାୟକ । ବୁଥରେ କାର୍ଯ୍ୟରତ ଥିବା ବେଳେ ପ୍ରଥମେ ସେ ଟଳିପିଲେ । ପରେ ତାଙ୍କୁ କାମାକ୍ଷାନଗର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Comments are closed.