ବାନ୍ତି ସମସ୍ୟା ଦୂର ପାଇଁ ଘରୋଇ ଉପଚାର

ତୁଳସୀ ରସ ସହ ସମାନ ମାତ୍ରାରେ ମହୁ ମିଶାଇ ଖାଇବା ଦ୍ବାରା ବାନ୍ତି ବନ୍ଦ ହୋଇଥାଏ । ଯଦି ଶିଶୁଟି ଏକ ବର୍ଷରୁ ଅଧିକ ହୋଇଥିବ, ସେମାନେ ମଧ୍ୟ ଖାଇବା ଉଚିତ୍ ।
ପିଆଜ ରସରେ ସମାନ ମାତ୍ରାରେ ମହୁ ମିଶାଇ ସେବନ କରିବା ଦ୍ବାରା ବାନ୍ତି ବନ୍ଦ ହୋଇଥାଏ । ଯଦି ଶିଶୁଟି ମାଆ କ୍ଷୀର ଉପରେ ନିର୍ଭର ତେବେ ମାଆକୁ ସେବନ କରିବାକୁ ଦିଅନ୍ତୁ ନାହିଁ ।
ଦିନକୁ ୫-୬ ଥର ଏକ ଚାମଚ ପୁଦିନା ରସ ପିଇବା ଦ୍ବାରା ବାନ୍ତି ଭଲ ହୋଇଥାଏ ।

Comments are closed.