ଭିଭୋ ୟୁ -୨୦ର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ଭିଭୋର ନୂଆ ସ୍ଣାର୍ଟଫୋନ ୟୁ-୨୦ର ପ୍ରଥମ ବିକ୍ରି ବୁଧବାର ଠାରୁ ଆରମ୍ଭ ହୋଇଛି। ଏହାର ବଜାରରେ ଏକ ସପ୍ତାହ ପୂର୍ବରୁ ପ୍ରବେଶ କରିଥିଲା। ଏହି ମୋବାଇଲଟି ସାଧାରଣ ଲୋକଙ୍କୁ ସୁହାଇଲାଭଳି ମୂଲ୍ୟ ରଖାଯାଇଛି। ଯୋଉଁଥିରେ ଲୋକମାନେ କମ ଦାମରେ ଭଳ ଫିଚରଥିବା ଫୋନ କିଣି ପାରିବେ। ଏହାକୁ ଆଜି ଆମାଜନ୍ ଇଣ୍ଡିଆ ଏବଂ ଭିଭୋ ସାଇଟରେ ଛଡ଼ା ଜାଇଛି।

 ଭିଭୋ ୟୁ -୨୦ର ୨ଟି ମୋବାଇଲ ବଜାରକୁ ଛଡାଯାଇଛି। ଗୋଟିଏର ମୂଲ୍ୟ ୧୦,୯୯୦ ଟଙ୍କା ରଖାଯାଇଥିବାବେଳେ ଏଥିରେ ୪ ଜିବି ରାମ ୬୪ଜିବି ଷ୍ଟୋରେଜ ଦିଆଯାଇଛି । ସେହିପରି ଅନ୍ୟଟିର ମୂଲ୍ୟ ୧୧,୯୯୦ ଟଙ୍କା ରଖାଯଆଇଛି। ଏଥିରେ ୬ଜିବି ରାମ ସହ ୬୪ ଜିବିର ଷ୍ଟୋରେଜ ଦିଆଯାଇଛି।  ଏହାସହ ୬.୫ଇଞ୍ଚର ଫୁଲ ଏଚଡି ଡିସପ୍ଲେ ଏବଂ ସ୍ନାପଡ୍ରାଗନର ୬୭୫ ପ୍ରୋସେସର ଦିଆଯାଇଛି।  ୫ହଜାର ଏମଏଚର ବ୍ୟାଟେରୀସହ ୧୮ ଓ୍ବାଟର ଫାଷ୍ଟ ଚାର୍ଜିଂ ସୁବିଧା ଦିଆଯାଇଛି।

Comments are closed.