ରାଜ୍ୟପାଳଙ୍କ କୋରାପୁଟ ଗସ୍ତ

0

କୋରାପୁଟ: ରାଜ୍ୟପାଳ ସତ୍ୟ ପାଲ ମଲ୍ଲିକ୍‍ ଗୁରୁବାରରେ କୋରାପୁଟ ଗସ୍ତରେ ଯାଇଛନ୍ତି। ଆଦିବାସୀଙ୍କ ପାଇଁ କରାଯାଇଥିବା ସମସ୍ତ ଯୋଜନା ଠିକ୍‍ ରୂପେ ଚାଲିଥିବାରୁ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ଅନେକ ପ୍ରଶଂସା କରିଥିଲେ। କୋରାପୁଟ ସମୀକ୍ଷା ପରେ ରାଜ୍ୟପାଳ ପଦ୍ମପୁର ଯାଇଥିଲେ। ସେଠାରେ ସେ ଅଙ୍ଗନବାଡ଼ି କେନ୍ଦ୍ର ବୁଲିବା ସହ ସ୍ୱୟଂ ସହାୟିକ ଗୋଷ୍ଠୀର ମହିଳାମାନଙ୍କ ସହ ଆଲେଚନା କରିଥିଲେ।

Leave A Reply