ସଚିନ, ଲାରା, ପଣ୍ଟିଙ୍ଗଙ୍କ ଠାରୁ ଭଲ ବ୍ୟାଟ୍ସମ୍ୟାନ୍‍ କୋହଲି : ମାଇକେଲ ଭନ୍‍

0

ପର୍ଥ : ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଇକେଲ ଭନ୍‍ଙ୍କ ମତରେ ସଚିନ ତେନ୍ଦୁଲକର, ରିକି ପଣ୍ଟିଙ୍ଗ, ଲାରାଙ୍କ ଠାରୁ ଭଲ ବ୍ୟାଟ୍ସମ୍ୟାନ ହେଉଛନ୍ତି ବିରାଟ କୋହଲି। ତାଙ୍କ ମତରେ ବିରାଟ ଏହି ତିନି ଜଣ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଅଧିକ ଭଲ ଖେଳୁଛନ୍ତି। ମାଇକେଲ ଭନ୍‍ ଫକ୍ସ ସ୍ପୋଷ୍ଟସ୍‍ରେ ଲେଖିଛନ୍ତି, ମୁଁ ବିରାଟଙ୍କ ଭଳି ମହାନ ଖେଳାଳି ଦେଖିନାହିଁ। ଏହା କହି ମୁଁ ସଚିନ, ଲାରା, ପଣ୍ଟିଙ୍ଗଙ୍କୁ ଖରାପ ଖେଳାଳି ବୋଲି କହୁନାହିଁ। ମାତ୍ର ମୋ ମତରେ ବିରାଟ ଏମାନଙ୍କ ଠାରୁ ଜଣେ ଭଲ ବ୍ୟାଟ୍ସମ୍ୟାନ।

Leave A Reply