ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲ୍ୟାମ୍ପ୍ସ ଏମ୍‍ଡି

0

ଉମରକୋଟ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁରର ଝରିଗାଁ ଲ୍ୟାମ୍ପ୍ସ ଏମ୍‍ଡି ମନସାଇ ପନକାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି।
ସୂଚନା ଅନୁସାରେ, ମନସାଇଙ୍କ ଭରଣ୍ଡିପଡ଼ା, ଉମରକୋଟ ଘର ସହ ଝରିଗାଁ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କିଛି ନଗଦ ଟଙ୍କା ଜବତ କରାଯାଇଛି।

Leave A Reply