ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ କିରାଣୀ

0

ବ୍ରହ୍ମପୁର: ବ୍ରହ୍ମପୁର ପୂର୍ତ୍ତ ବିଭାଗ ଡ଼ିଭିଜନ-୧ କିରାଣୀ ଦଣ୍ଡପାଣି ମହାପାତ୍ରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଗୋଳାନ୍ଥରା ଚଟି ସ୍ଥିତ ବାସଭବନ ସମେତ ଅନ୍ୟ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଚଢ଼ାଉ କରାଯାଇଥିବା ଜଣା ପଡ଼ିଛି। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ବୋଲି ଏସ ପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି।

Leave A Reply