ଭିଜିଲାନ୍ସ ହାତରେ ଧରାପଡିଲେ ଆରଏମ୍‌ସିର ଆକାଉଣ୍ଟାଣ୍ଟ

କେନ୍ଦୁଝର : କେନ୍ଦୁଝର ଜିଲା ଚମ୍ପୁଆ ଆରଏମ୍‌ସିର ଆକାଉଣ୍ଟାଣ୍ଟ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କ ନାମ ହେଉଛି ଜନାର୍ଦ୍ଦନ ପୃଷ୍ଟି। ସେ ଜଣଙ୍କ ଠାରୁ ୫୦୦୦ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ କେନ୍ଦୁଝରର ଭିଜିଲାନ୍ସ ଟିମ ତାଙ୍କୁ ଧରି ଥିଲେ। ଏହାପରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

Comments are closed.