ଭିଜିଲାନ୍ସ ହାତରେ ପୁଲିସ ଏସ୍‌ଆଇ

0

ଭୁବନେଶ୍ବର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ପୁଲିସ ଏସ୍ଆଇ ଧରାପଡିଛନ୍ତି। ଧଉଳି ଥାନାରେ କାର୍ଯ୍ୟରତ ଏସ୍‌ଆଇ ପ୍ରଦୀପ ମହଲା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି।

Leave A Reply