ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣୀ

0

ପୁରୀ : ଭିଜିଲାନ୍ସ ହାତରେ କିରାଣୀ ଧରାପଡ଼ିଛନ୍ତି। ଜିଲା ଶିକ୍ଷା ବିଭାଗର କିରାଣୀ ଚିତ୍ତରଞ୍ଜନ ଖୁଣ୍ଟିଆ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ ଶିକ୍ଷୟିତ୍ରୀଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଥିବା ଜଣାପଡ଼ିଛି।

Leave A Reply