ଭିଜିଲାନ୍ସ ଜାଲରେ ପୌର ନିର୍ବାହୀ ଅଧିକାରୀ

0

ଖୋର୍ଦ୍ଧା : ଭିଜିଲାନ୍ସ ଦ୍ୱାରା ଜଟଣୀ ପୌର ନିର୍ବାହୀ ଅଧିକାରୀ ଗିରଫ ହୋଇଛନ୍ତି। ତାଙ୍କ ନାମ ଲଳିତା କାପୁର।୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଟଙ୍କା ପାଇଁ ଲାଞ୍ଚ ନେଉଥିଲେ।

Leave A Reply