ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

0

କେନ୍ଦୁଝର : ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ବୈତରଣୀ ଜଳସେଚନ ବେସିନ ଶାଳପଡା ଡିଭିଜନ ସହକାରୀ ଯନ୍ତ୍ରୀ ନନ୍ଦକିଶୋର ସାହୁଙ୍କ ଘରେ ଚଢାଉ କରାଯାଇଛି। ତାଙ୍କର ଶାଳପଡା ଘର, ସରକାରୀ କ୍ବାର୍ଟର୍ସ ଓ ଅଫିସରେ ଏକାସହ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି।କେନ୍ଦୁଝର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ୪ଟି ଟିମ୍ ଏହି ଚଢ଼ାଉ କରିଛି।

Leave A Reply