ଲାଞ୍ଜିଗଡର ରାସ୍ତାରେ ବେଦାନ୍ତ ପକ୍ଷରୁ ଆଲୋକୀକରଣ ବ୍ୟବସ୍ଥା

0

ଲାଞ୍ଜିଗଡ: ଦୀର୍ଘଦିନ ଧରି ଆଦିବାସୀ ବହୁଳ ଲାଞ୍ଜିଗଡର ରାସ୍ତାର ଅନ୍ଧାରରେ ଥିଲା । ଏଥିପାଇଁ ରାତିରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ବେଦାନ୍ତର ସହାୟତାରେ ଏହି ଅଞ୍ଚଳରେ ଆଲୋକୀ କରଣ ବ୍ୟବସ୍ଥା କରାଯାଉଛି ।  ଲାଞ୍ଜିଗଡଠାରୁ ପ୍ରାୟ ୩.୫ କିଲୋମିଟର ରାସ୍ତାକୁ ବେଦାନ୍ତ ପକ୍ଷରୁ ଆଲୋକୀ କରଣ କରାଯାଉଛି । ବିଧାୟକ ବଳଭଦ୍ର ମାଝି, ବେଦାନ୍ତ ଆଲୁମିନିୟମର କ୍ଷେତ୍ର ପ୍ରକଳ୍ପ ମୁଖ୍ୟ କେଏ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply