ଭଟଲି ଗୁଳିକାଣ୍ଡ; ବିଜେପି ଯୁବ ନେତା ଗିରଫ

0

ବରଗଡ଼: ବରଗଡ଼ ଜିଲା ଭଟଲି ଠାରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗରେ ପୁଲିସ ବିଜେପିର ଯୁବମୋର୍ଚ୍ଛ ରାଜ୍ୟ ସାଧାରଣ ସମ୍ପାଦକ ଇରାସିସ ଆଚାର୍ଯ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାକୁ ନେଇ ବିଜେପି କର୍ମୀମାନେ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ବରଗଡ଼ ଟାଉନ ଥାନାରେ ଏହାର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଗତ ଜୁନ ୧ରେ ବିଜେପି କାର୍ୟ୍ୟାଳୟରେ ଘଟିଥିବା ଗୁଳିକାଣ୍ଡରେ ସୋହେଲା ଥାନା ଚମାରପଡ଼ାର ବୁଲୁ ସତନାମୀ ନାମକ ଯୁବକ ମୃତ୍ୟୁ ହୋଇଥିଲା। ଏହି ଗୁଳିକାଣ୍ଡର ବ୍ୟବହୃତ ବନ୍ଧୁକ ଓ ଗୁଳି ଇରାସିସ ଆଚାର୍ଯ୍ୟ ଯୋଗାଇ ଦେଉଥିଲେ ବୋଲି ପୁଲିସ କହିଛି।

Leave A Reply