ଟ୍ରେନରେ କଟି ବାପା ଓ ପୁଅ ମୃତ

0

ବସ୍ତା: ବାଲେଶ୍ବର ଜିଲା ରୂପସା ଷ୍ଟେସନ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣ ଘଟିଛି । ହାବଡା ଦୂରନ୍ତ ଏକ୍ସପ୍ରେସରେ କଟି ୪୦ବର୍ଷର ବ୍ୟକ୍ତି ଓ ତାଙ୍କ ୪ବର୍ଷର ପୁଅର ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ ପତ୍ରାଜୁ ପ୍ରଧାନ (୩୬) ଓ ତାଙ୍କ ପୁଅ ପୂର୍ବ ପ୍ରଧାନ(୪) । ସେମାନଙ୍କ ଘର ଯାଜପୁର ଜିଲାରେ ବୋଲି ପୁଲିସ କହିଛି । ଏହି ଘଟଣାରେ ରେଳବାଇ ପୁଲିସ ଅପମୃତ୍ୟୁ ମାମଲା(୬/୧୯)ରୁଜୁ କରିଛି ।

Leave A Reply