ରବିବାର କଟକ – ପାରାଦ୍ୱୀପ ପାସେଞ୍ଜର ଟ୍ରେନ ବାତିଲ

0

କଟକ : କଟକ ରେଳ ଷ୍ଟେସନ ଓ ଏହାର ଆଖ ପାଖ ଅଞ୍ଚଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିିକୀକରଣ ଦୃଷ୍ଠିରୁ ଆସନ୍ତାକାଲି (ରବିବାର) ପାରାଦ୍ୱୀପ-କଟକ-ପାରାଦ୍ୱୀପ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି। ଟ୍ରେନ ନଂ. ୫୮୪୦୬/୫୮୪୦୫ ପାରାଦ୍ୱୀପ – କଟକ – ପାରାଦ୍ୱୀପ ପାସେଞ୍ଜର ଟ୍ରେନ ଚଳାଚଳକୁ ଆସନ୍ତକାଲି ପାଇଁ ବାତିଲ କରାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply