ରେଳ ଧାରଣା ଉପରେ ପାଣିର ସୁଅ, ସକାଳୁ ଅଟକି ରହିଛି ହୀରାଖଣ୍ଡ ଏକ୍ସପ୍ରେସ

0

ରାୟଗଡ଼ା: ରାୟଗଡା ଜିଲ୍ଲାରେ ପ୍ରବଳ ଲଗାଣ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର କାଶୀପୁର ବ୍ଲକରେ ୨୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭାଲୁମସ୍କାଠାରେ ରେଳ ଧାରଣାରେ ୩ ଫୁଟ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଛି। ଫଳରେ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍‌ ଭାଲୁମସ୍କା ଷ୍ଟେସନ୍‌ରେ ଅଟକି ରହିଛି।

Leave A Reply