ବେଆଇନ ପଥର ୟୁନିଟ୍ ସିଲ୍ , ୨ ଟ୍ରାକ୍ଟର ଜବତ

0

ଚିକିଟି: ଆରଡିସିଙ୍କ ନିର୍ଦେଶ କ୍ରମେ ଦୀର୍ଘ ଦିନ ଧରି ଗୋଳନ୍ଥରା ଥାନା ପଛରେ ଚାଲିଥିବା ବେଆଇନ ପଥର ୟୁନିଟରେ ପ୍ରଶାସନ ପକ୍ଷରୁ
ଚଢ଼ାଉ କରାଯାଇଥିଲା। ଚିକିଟି ଅତିରିକ୍ତ ତହସିଲଦାର ଶକ୍ତିପ୍ରସାଦ ଶ୍ରୀଚନ୍ଦନ ଚଢ଼ାଉ କରି ଉକ୍ତ ପଥର ୟୁନିଟ୍ ସିଲ କରିଛନ୍ତି । ଏଥିସହ ସେହି ୟୁନିଟରେ ଥିବା ଗୋଡି ,ବଜୁରୀ ଓ ଡଷ୍ଟ ସହିତ ୨ଟି ଟ୍ରାକ୍ଟର ମଧ୍ୟ ଜବତ କରାଯାଇଛି। ଏହି ଘଟଣା ପଥର ମାଫିଆ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି।

Leave A Reply