ଟ୍ରାକ୍ଟର ତଳେ ଚାପି ହୋଇ ହେଲପର ମୃତ

0

ପାରଳାଖେମୁଣ୍ଡି: ବାଲି ବୋଝେଇ ଟ୍ରାକ୍ଟର ଓଲଟି ଗଜପତି ଜିଲା ଗୁମ୍ମା ବ୍ଲକ ମୁନିସିଙ୍ଗ ଗ୍ରାମରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଜୁସେଫ ମଣ୍ଡଳ  (୨୫) ବୋଲି ଜଣାପଡିଛି । ମୁଂଜୁଲି  ଛକ ଠାରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଖସି ପଡିଥିଲା । ଫଳରେ ହେଲପର ଜୁସେଫ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଟ୍ରାକ୍ଟର ଡ୍ରାଇଭର ଫେରାର ଅଛନ୍ତି ।

Leave A Reply