ପାକ୍ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତିଙ୍କ ଦାୟିତ୍ବ ଗ୍ରହଣ

0

ଇସଲାମାବାଦ : ଜଷ୍ଟିସ ଆସିଫ ସଇଦ ଖୋସା ଶୁକ୍ରବାର ପାକିସ୍ତାନ ସୁପ୍ରିମକୋର୍ଟର ୨୬ତମ ପ୍ରଧାନ ବିଚାରପତି ଭାବେ  କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ଭାରତ ସମେତ ବିଦେଶୀ ପ୍ରତିନିଧିଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଆରିଫ ଆଲଭି ତାଙ୍କୁ ଶପଥ ପାଠ କରାଇଥିଲେ। ପ୍ରଧାନ ବିଚାରପତି ପଦରୁ ଜଷ୍ଟିସ ସାକିବ ନିସାରଙ୍କ ଅବସର ଗ୍ରହଣ ପରେ ନୂଆ ପ୍ରଧାନ ବିଚାରପତି ଦାୟିତ୍ବ ଗ୍ରହଣ କରିଛନ୍ତି।

Leave A Reply