ଟିଟିଲାଗଡରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ବିରୋଧ

ଟିଟିଲାଗଡ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିଟିଲାଗଡ ଗସ୍ତକୁ ସୋମବାର କଂଗ୍ରେସ ପକ୍ଷରୁ ବିରୋଧ ପଦର୍ଶନ କରାଯାଇଛି। ଅନେକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରିଥିବା ବେଳେ ରାସ୍ତାରୁ ବହୁ କଂଗ୍ରେସ ନେତାଙ୍କୁ ପୁଲିସ୍ ଧରିନେଇଛି।

Comments are closed.