ସୁନ୍ଦରୀକୁ ଧରିବାକୁ ପହଞ୍ଚିଲା ଚନ୍ଦକାରୁ ‘ଯଶୋଦା’

0

ଅନୁଗୁଳ : ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଚନ୍ଦକାରୁ ‘ଯଶୋଦା’କୁ ଅଣାଯାଇଛି। ସାତକୋଶିଆର ପୁରୁଣାକୋର୍ଟରେ ଯଶୋଦା ଆସି ପହଞ୍ଚିଛି। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‍ କରିବା ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବ। ଏଥିପାଇଁ ଯଶୋଦା ସାହାଯ୍ୟ କରିବ। ଚନ୍ଦକା ଗୋଡ଼ିବାରିରୁ ଯଶୋଦା ସହ ମାହୁନ୍ତ ଓ ବନ କର୍ମଚାରୀ ମଧ୍ୟ ସାତକୋଶିଆରେ ପହଞ୍ଚିଛନ୍ତି।

Leave A Reply