ବଜ୍ରପାତରେ ଜଣେ ମୃତ

0

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ଶାରୁଆଳି ଗ୍ରାମର ବିମଳ ପରିଡ଼ା (୩୦) ଗୁରୁବାର ରାଜମିସ୍ତ୍ରୀ କାମ କରୁଥିବା ସମୟରେ ବଜ୍ରପାତରେ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ତାଙ୍କୁ ସଙ୍ଗେସଙ୍ଗେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply