ବଜ୍ରାଘାତରେ ୧୧ ଗୋରୁ ମୃତ

ତେଲକୋଇ :କେନ୍ଦୁଝର ଜିଲା ତେଲକୋଇ ବ୍ଲକ ପିତାନାଳୀ ଗ୍ରାମରେ ବଜ୍ରାଘାତରେ ରବିବାର ୧୧ ଗୋରୁଙ୍କ ମୃତ୍ୟୁ ଘଟିଛି । ପିତାନାଳୀ ଗ୍ରାମ ନିକଟରେଥିବା ସାବଲାଞ୍ଜି ଜଙ୍ଗଲରେ ଚରୁଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ  । ଏଥିରେ ୯ଟି ବଳଦ ଓ ୨ଟି ଗାଈଙ୍କ ମୃତ୍ୟୁ ହୋଇଥିବା ସୂଚନ ମିଳିଛି  ।

Comments are closed.