ବଜ୍ରପାତ ପାଇଁ ଅପରାହ୍ନ ୧ଟା ୩୦ ଯାଏଁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲାରେ ସୋମବାର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ବଜ୍ରପାତ ନେଇ କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ସୋନପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର , ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, ଓ ନୟାଗଡ଼ ଜିଲାକୁ ଅପରାହ୍ନ ୧ଟା ୩୦ ଯାଏଁ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.