କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

0

ବଡ଼ସାହି: ଶନିବାର ସନ୍ଧ୍ୟାରେ ବଡସାହି ବ୍ଲକ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷତି ଘଟିବା ସହିତ ଗମନାଗମନ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ ସରବରାହ ମଧ୍ୟ ବ୍ୟାହତ ହୋଇଛି। ରଙ୍ଗପାଣି ଗ୍ରାମରେ ଗଛ ପଡ଼ ସତ୍ୟଜିତ୍ ମାହାର୍ଣ୍ଣାଙ୍କ ଘର ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି।

Leave A Reply