‘ଦି ସାଇନ୍ ଅଫ୍ ସନ୍ଧ୍ୟା’ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ

0

କଟକ : କଟକର ଟାଉନହଲରେ ‘ଦି ସାଇନ୍ ଅଫ୍ ସନ୍ଧ୍ୟା’ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ଦଳାଇଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ ହୋଇଛି। ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ନ୍ୟାୟମୂର୍ତ୍ତି ଏ.ଏସ୍.ନାୟୁଡୁ, ସମ୍ମାନିତ ଅତିଥି ଭାବେ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶୁଭଶ୍ରୀ ଦାସ, ଡାକ୍ତର ରୀନା ରାଉତରାୟ, ଅଖିଳ ଭାରତ ହିନ୍ଦୁ ମହାସଭାର ଯୁବ ସଭାପତି ସବ୍ୟସାଚୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସମାଜସେବୀ ମଧୁମିତା ରାୟଚୌଧୁରୀ ଉଦଘାଟନୀ ଉତ୍ସବର ମଞ୍ଚ ପରିଚାଳନା କରିଥିଲେ।

Leave A Reply