ଜନମତ ସର୍ବେକ୍ଷଣ ୨୦୧୮ : ତେଲଙ୍ଗାନାରେ ଜିତିବ ଟିଆର୍‌ଏସ୍‌

0

ନୂଆଦିଲ୍ଲୀ . – ତେଲେଙ୍ଗାନା ବିଧାନସଭା ପାଇଁ ମତଦାନ ଶେଷ ହୋଇଛି । ଏହାପରେ ବିଭିନ୍ନ ଜନମତ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସର୍ବେକ୍ଷଣ ପ୍ରକାଶ ପାଇଛି । ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ପୁଣିଥିରେ  ନିରଙ୍କୁଶ ସରକାର ଗଠନ କରିବ ବୋଲି ସମସ୍ତ ସର୍ବେକ୍ଷଣ ସଂସ୍ଥା ସୂଚନା ଦେଇଛନ୍ତି ।

                           ଟିଆର୍‌ଏସ୍‌            କଂଗ୍ରେସ            ବିଜେପି             ଅନ୍ୟ

ଟାଇମସ୍ନାଓ-ସିଏନ୍‌ଏକ୍ସ

୬୬

୩୭

ରିପବ୍ଲିକ-ସି ଭୋଟର

୫୦-୫୬

୩୮-୫୨

୪-୭

୯-୧୪

ନିଉଜ ଏକ୍ସ-ନେତା

୫୭

୪୬

୧୦

ଇଣ୍ଡିଆ ଟୁଡେଆକ୍ସିସ

୭୯-୯୧

୨୧-୩୩

୧-୩

୪-୭

ଟିଭି ନାଇନ-ଆରା

୭୫-୮୫

୨୫-୩୫

୨-୩

୭-୧୧

Leave A Reply