ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଟ୍ବେଣ୍ଟି-୨୦ : ପ୍ରଥମେ ଟସ୍ ଜିତି ଭାରତର ବୋଲି ନିଷ୍ପତ୍ତି

ହାଇଦରାବାଦ : ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଚୂଡ଼ାନ୍ତ ଏକାଦଶରୁ ମହମ୍ମଦ ଶାମି, କୁଲଦୀପ ଯାଦବ, ସଞ୍ଜୁ ସାମସନ୍ ଏବଂ ମନିଷ ପାଣ୍ଡେ ବାଦ୍ ପଡ଼ିଛନ୍ତି। ତେବେ ଏହି ଦଳରେ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ୍ କରାଯାଇଛି।

Comments are closed.