ଟାଟା ଟିୟାଗୋରେ ଯୋଡିହେଲା ନୂଆ ଫିଚର

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ନିଜର ହେଚବ୍ରେକ କାର ଟାଟା ଟିୟାଗୋରେ ନୂଆ ଅତ୍ୟାଧୁନିକ ସୁବିଧା ଯୋଡାଯାଇଛି। ଏହି କାରରେ ନୂତନ ଭାବରେ ସୁରକ୍ଷା ବ୍ୟବସ୍ଥା ଯୋଡାଯାଇଛି। ଟାଟା ଟିୟାଗୋ ଭାରତରେ ନ୍ୟୁ ହ୍ୱିକିଲ ସେଫ୍ଟି ଏସସମେଣ୍ଟ ଗୁଡିକୁ ଅପଡେଟ କରାଯାଇଛି। ଟାଟା ଟିୟାଗୋ ହେଚବ୍ରେକ ସଭୁ ୱାରିଏଣ୍ଟ ଏବିଏସ୍‍, ରିଭର୍ସ ପାର୍କିଂ ସେନର୍ସ, ବେଲ୍ଟ ରିମାଣ୍ଡର, ଟ୍ୱିନ ଏୟାରବେଗ ଅତ୍ୟାଧୁନିକ ସୁବିଧା ରହିଛି। ଏହାବ୍ୟତୀତ ଏହି କାରର ଟର୍ବି ଡିଜେଲ ଇଞ୍ଜିନ ବନ୍ଦ କରିଦିଆଯିବ। କାରର ଏହି ଅତ୍ୟାଧୁନିକ ସୁବିଧା ଗ୍ରାହକକୁ ଆକୃଷ୍ଟ କରିବ।

Comments are closed.